
ଲୁଟ୍ ଉଦ୍ୟମରେ ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା, ଦୁଇ ସନ୍ଦିଗ୍ଧଙ୍କୁ ମାରାଥନ ଜେରା
ସମ୍ବଲପୁରରେ ଗତ ମଙ୍ଗଳବାର ପ୍ରାୟ ରାତି ୨ରୁ ୩ଟା ମଧ୍ୟରେ ଟାଉନ୍ ଥାନା ଅନ୍ତର୍ଗତ ଫିସରିବନ୍ଧ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଲୁଟ୍ ଉଦ୍ୟମରେ ହତ୍ୟା କରାଯାଇଛି। ମୃତକ ଜଣଙ୍କ କ୍ଷେତରାଜପୁର ଅଞ୍ଚଳର ଗୋପାଳ ବଂଶଲ ବୋଲି ଜଣାପଡ଼ିଛି।
12/8/2026



