
କଂଗ୍ରେସ : ଯେଉଁ ଅଟୋମୋବାଇଲ କ୍ଷେତ୍ରରେ ସୁନାମ ଥିଲା, ତାହାକୁ ମଧ୍ୟ ମୋଦୀ ସରକାର ନଷ୍ଟ କରିଦେଲା
ଭାରତ ସରକାରଙ୍କ ଇ-୨୦ ପେଟ୍ରୋଲ ନୀତି ତଥା ପ୍ରସ୍ତାବିତ ଖୋର୍ଦ୍ଧା ବସଷ୍ଟାଣ୍ଡକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଓ ବରିଷ୍ଠ ମୁଖପାତ୍ର ସୋନାଲୀ ସାହୁ ଉକ୍ତ ବିଷୟରେ ନିଜ ପ୍ରତିକ୍ରିୟା ଉପସ୍ଥାପନ କରିଥିଲେ।
14/8/2026



