
ପିପଲକୋଟି ସୁଡ଼ଙ୍ଗ ଦୁର୍ଘଟଣା- 7 ଶ୍ରମିକଙ୍କ ମୃତ୍ୟୁ, 14 ଆହତ, ଦୁଇ ଜଣ ଫସି ରହିଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି
ଗୁରୁବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟି ନିକଟରେ ମାୟାପୁର ଠାରେ ଟିଏଚଡିସିର ଏକ ନିର୍ମାଣାଧୀନ ସୁଡ଼ଙ୍ଗରେ ପାଣି ଲିକ୍ ଏବଂ ଭୂସ୍ଖଳନ ଘଟି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 14 ଜଣ ଆହତ ହୋଇଛନ୍ତି।
14/8/2026



