ଭୁବନେଶ୍ୱର: ରାଜଧାନୀରେ କ୍ୟାବ୍ ଡ୍ରାଇଭରଙ୍କ ହିଂସାକାଣ୍ଡ ପଛରେ ବିଜେଡି ରହିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ସେ କହିଛନ୍ତି ଯେ ସରକାରଙ୍କୁ ବଦନାମ କରିବାକୁ ବିଜୁ ଜନତା ଦଳ କାମ କରୁଛି । ପ୍ରଚ୍ଛଦପଟରେ ରହି ଏଭଳି କାଣ୍ଡ କରିଛନ୍ତି। ଏaହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ କାଉଂଟର କରିର ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ଚାଲି ନଜାଣି ବାଟର ଦୋଷ । ସରକାରଙ୍କ ଗୁଇନ୍ଦା ଫେଲ୍ ମାରିଲା କେମିତି ? ଏବେ ବିରୋଧୀଙ୍କୁ ଦୋଷ ଦେଉଛନ୍ତି କାହିଁକି ?
Regional




