ଭୁବନେଶ୍ୱର: ୨୦୨୭ ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଓସ୍ୱାନ ପ୍ଲାଟଫର୍ମରେ ଭିଡିଓ କନ୍ଫରେନ୍ସିଂରେ ସାମିଲ ହେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବୈଠକରେ ଡୋର୍ ଟୁ ଡୋର୍ ସର୍ଭେ ଉପରେ ସମୀକ୍ଷା ହେବ । ଡିସି ବିଲ୍ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍ ଉପରେ ବି ଆଲୋଚନା ହେବ।
ପଂଚାୟତ ଓ ପୌର ନିର୍ବାଚନନିର୍ବାଚନ କମିଶନ






