ଭୁବନେଶ୍ୱର, ୨୯ ଜୁନ୍ - ଯୁକ୍ତ ଦୁଇ ରିଚେକିଂ ଓ ରିଆଡମିସନ୍ ପାଇଁ ଆବେଦନ ତାରିଖ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ଆସନ୍ତା ୩୦ ତାରିଖ ପରିବର୍ତେ ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ ତାରିଖ ବଢିଛି। ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଖାତାର ନକଲ ଅନଲାଇନରେ ମଧ୍ୟ ପଠାଯିବ।
ଯୁକ୍ତ ଦୁଇ ରିଚେକିଂମାଧ୍ୟମିକ ଶିକ୍ଷା ପରିଷଦସିଏଚଏସଇ





