ଗଂଜାମ, 24 ଅଗଷ୍ଟ (ହି.ସ.) ଗତ କାଲି ଅପରାହ୍ନରେ ପାକିଡି ଗାଁରେ କାଳିଆ ନାହାକ ଋଷିକୁଲ୍ୟା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଜଳ ସ୍ରୋତରେ ଭାସିଯାଇଥିଲେ। ଆଜି ସକାଳ ଆଠଟା ସମୟରେ ପିତଳ ନିକଟରେ ନଦୀ ଜଳରେ କାଳିଆର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ହିଞିଳିକାଟୁ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ଅପମୃତ୍ୟୁ ମାମଲା ଥାନାରେ ରୁଜୁ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
Regional


