ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୩ଟି ବ୍ଲକର (ଭଦ୍ରକ,,ତିହିଡି, ଓ ଚାନ୍ଦବାଲି ) ୮୧ଟି ସ୍କୁଲ ଆସନ୍ତାକାଲି ୨୫ ଅଗଷ୍ଟ ୨୦୨୬(ମଙ୍ଗଳବାର ) ରେ ବନ୍ଦ ରହିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ
Regional


