Tuesday, July 28, 2026
ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ମେଡିକାଲ କଲେଜରେ କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଙ୍ଓ ଷ୍ଟାଫ ନର୍ସକୁ ମରଣାତ୍ମକ ଆକ୍ରମଣ କରାଯାଇଛି ବୋଲି ସେ କଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି ।
July 12, 2026video/mp4