ଟୋଲ୍ ପ୍ଲାଜାରେ ଡିଭାଇଡରରେ ପିଟି ହେଲା ଏଲପିଜି ଟ୍ୟାଙ୍କର। ୫ ଜଣଙ୍କର ମୃତ୍ୟୁ। ଘଟଣାଟି ଜୁନ୍ ୨୬ ତାରିଖ ସକାଳ ୬:୩୦ ସମୟରେ ୟୁପିର କୌଶମଭି ଜିଲ୍ଲାର ସିହୋରି ଟୋଲ୍ ପ୍ଲାଜାରେ ଘଟିଥିଲା। ଟ୍ୟାଙ୍କର ଡ୍ରାଇଭରଙ୍କ ବ୍ୟତୀତ ନିଆଁ ଲାଗି ଦୁଇ ଜଣ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା।
July 4, 2026video/mp4