ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟନିର୍ମାଣ ନିର୍ବାହୀଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ। ଠିକାଦାର ସନ୍ୟାସୀ ସୁବୁଦ୍ଧିଙ୍କଠୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଠିକା କାମର ବିଲ୍ କରିଦେବି କହି ୨ଲକ୍ଷ ଟଙ୍କା ଦାବି କରିଥିଲେ। ଅବସର ନେବାକୁ ମାତ୍ର ୭ଦିନ ଥିଲା ବେଳେ ଭୁବନେଶ୍ୱର, ନୟାଗଡ଼, ରାୟଗଡ଼ା ସହରର ଆଇଟିଆଇ କଲେଜ ନିକଟସ୍ଥ ସରକାରୀ ବାସଭବନରେ ଚାଲିଛି ରେଡ୍।
June 24, 2026video/mp4