ଶୋକରେ ବୁଡ଼ିଲା କୋଡ଼ିପଶା ଗାଁ। ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡିରେ ଫୁଲମଣି ଜୁଆଙ୍ଗଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ। ବାପା ଚାଲିଗଲା ପରେ ଦୁଇ ଭଉଣୀଙ୍କ ବିବାହ ପରେ ଘର ଚଳେଇବା କଷ୍ଟକର ହେବାରୁ ୩ ମାସ ତଳେ କାମ କରିବାକୁ ଯାଇଥିଲେ। ହେଲେ ଶବ ହୋଇ ଫେରିଲେ। କୁଲିଂ ପ୍ଲାଣ୍ଟରୁ ଗ୍ୟାସ ଲିକରେ ଜୀବନ ଚାଲିଗଲା।
June 24, 2026video/mp4