Tuesday, July 28, 2026
ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା। ବଳିଆପଣ୍ଡା ଅଞ୍ଚଳର ମନୋରମା ହୋଟେଲ ମାଲିକ ପବିତ୍ର ନାୟକ। ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କଲା ପୁଲିସ। ଅଭିଯୁକ୍ତ ଚନ୍ଦନର ବାମ ଗୋଡ଼ରେ ବାଜିଛି ଗୁଳି। ହତ୍ୟାକାଣ୍ଡ ପଛରେ ପ୍ରକୃତ କାରଣକୁ ନେଇ ଚାଲିଛି ତନାଘନା।
June 24, 2026video/mp4