Tuesday, July 28, 2026
ବୃଦ୍ଧଙ୍କୁ ନିର୍ମମ ହତ୍ୟା। ବୋରିଗୁମ୍ମା ଥାନା ଝିଲିମିଲି ଗାଁରେ ପିଟିପିଟି ହତ୍ୟା କଲା ଯୁବକ। ମୃତକ ହେଲେ ୬୫ ବର୍ଷୀୟ ସମନାଥ ଭତ୍ରା। ହତ୍ୟାକାରୀ ସେଇ ଗାଁର ହରିହର ଭୂମିଆ। ହତ୍ୟା କରି ଚମ୍ପଟ ମାରୁଥିଲା ବେଳେ ଗାଁ ଲୋକେ କାବୁ କରି ବୋରିଗୁମ୍ମା ପୁଲିସକୁ ଜିମା ଦେଲେ।
June 24, 2026video/mp4