ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.) - ଶ୍ରାବଣ ମାସର
ଶେଷ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ
ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। କରୁଣାମୟ ପ୍ରଭୁ ଶ୍ରୀ ଭୋଳାନାଥଙ୍କ
କୃପାରୁ ଆପଣଙ୍କ ଜୀବନ ଆନନ୍ଦ, ସୁସ୍ଥତା
ଓ ଶାନ୍ତିରେ ଭରିଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
Regional


