ଭୁବନେଶ୍ୱର, 25 ଜୁଲାଇ - କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପ୍ରଥମ ପଦକ ଜିତିଛି । ପୁରୁଷ ହେଭିୱେଟ୍ ପାରା ପାୱାରଲିଫ୍ଟିଂ ଇଭେଣ୍ଟରେ କାଂସ୍ୟ ପଦକ ଜିତିଲେ ଝଣ୍ଡୁ କୁମାର ।
୧୯୦ କିଲୋଗ୍ରାମର ସଫଳ ଲିଫ୍ଟ ସହିତ ହାସଲ କରିଛନ୍ତି କାଂସ୍ୟ ପଦକ । କାଂସ୍ୟ ପଦକ ସହ ଗ୍ଲାସଗୋରେ ଖୋଲିଲା ଭାରତର ପଦକ ତାଲିକା ।
କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପ୍ରଥମ ପଦକ ଜିତିଛି । ପୁରୁଷ ହେଭିୱେଟ୍ ପାରା ପାୱାରଲିଫ୍ଟିଂ ଇଭେଣ୍ଟରେ କାଂସ୍ୟ ପଦକ ଜିତିଲେ ଝଣ୍ଡୁ କୁମାର । ୧୯୦ କିଲୋଗ୍ରାମର ସଫଳ ଲିଫ୍ଟ ସହିତ ହାସଲ କରିଛନ୍ତି କାଂସ୍ୟ ପଦକ । କାଂସ୍ୟ ପଦକ ସହ ଗ୍ଲାସଗୋରେ ଖୋଲିଲା ଭାରତର ପଦକ ତାଲିକା ।

FM Bharat
7/25/2026