ଭୁବନେଶ୍ୱର, 12 ଜୁଲାଇ - ବିଜେପିରେ ପ୍ରଭାତ ବିଶ୍ୱାଳ ମିଶିବା ଉପରେ ପ୍ରତିକ୍ରିୟା ରଖି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସେ ମିଶିଲେ କଣ ଭାସିଗଲା। ପ୍ରଭାତ ବିଶ୍ୱାଳ ପୋକ ବାଇଗଣ। କେତେ ଆସିବେ କେତେ ଯିବେ। କଟକରେ ଆହୁରି ଭଲ ନେତା ଅଛନ୍ତି। ଟିକେଟ ନବୀନ ପଟ୍ଟନାୟକ ଦେବେ। ଦଳ ସୁଦୃଢ କରିବାକୁ ସେ ଟିକେଟ ଦେବେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।
ପ୍ରଭାତ ବିଶ୍ୱାଳପୋକ ବାଇଗଣପ୍ରମିଳା ମଲ୍ଲିକ





