ଭୁବନେଶ୍ୱର, 04 ଜୁଲାଇ - କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ । ବିଧାୟକଙ୍କ ନାଁ ବ୍ୟବହାର କରି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ବିଧାୟକ ଅସୁବିଧାରେ ଅଛନ୍ତି କହି ଟଙ୍କା ମାଗୁଛନ୍ତି । ଏହା ଜାଣିବା ପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଧାୟକ ।
କଂଗ୍ରେସ ବିଧାୟକଫେକ୍ ଆକାଉଂଟଟଙ୍କା ମାଗୁଥିବା ଅଭିଯୋଗ






